ଛାତ୍ର ରାଜନୀତିରୁ ଠକ ବିଧାୟକ ପ୍ରଦୀପ: ଯେମିତି ଉଠିଲେ ସେମିତି ଖସିଲେ

ଭୁବନେଶ୍ୱର : ଛାତ୍ର ରାଜନୀତିରୁ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ପ୍ରଦୀପ। ଟାଟା ଆନ୍ଦୋଳନରେ ସାମିଲ ହୋଇ ଲୋକଲୋଚନକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ପାଖରୁ ତାଙ୍କର ରାଜନୈତିକ ପରିଚୟ ଆରମ୍ଭ ହୋଇଥିଲା। ଏହାପରେ ସେ ସଫଳତାର ପାହାଚ ଚଢ଼ି ଚାଲିଥିଲେ। ସେ ଯେଉଁ ଭଳି ଭାବେ ସଫଳତାର ପାହାଚ ଚଢ଼ିଥିଲେ ସେଥିରୁ ଖସିବେ ବୋଲି ଭାବି ନଥିଲେ। ହେଲେ ତାଙ୍କ ସହ ଭାଗ୍ୟ ସାଥ‌ ଦେଇନଥିଲେ। ବିବାବଦୀୟ ଘଟଣା … Continue reading ଛାତ୍ର ରାଜନୀତିରୁ ଠକ ବିଧାୟକ ପ୍ରଦୀପ: ଯେମିତି ଉଠିଲେ ସେମିତି ଖସିଲେ